ଜଗନ୍ନାଥ ପ୍ରସାଦ (NS Digital)- ଜଗନ୍ନାଥ ପ୍ରସାଦ ର କୋର୍ଟ, ବିଦ୍ୟାଳୟ, ବ୍ଲକ, ସୋସାଇଟି, ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ, ବାଣିଜ୍ୟ ଅନୁଷ୍ଠାନ,ରେ ମହା ସମାରୋହରେ ୮୦ ତମ ସ୍ବାଧିନତା ଦିଵସ ପାଳିତ ହୋଇଯାଇଛି। ଜଗନ୍ନାଥ ପ୍ରସାଦ ରେ ଥିବା ବିଚାର ବିଭାଗୀୟ ଅଦାଲତ ରେ ମାନ୍ୟବର ବିଚାରପତି ଶ୍ରୀମତୀ ବର୍ଷା ମହାନ୍ତି ଜାତୀୟ ପତକା ଉତ୍ତୋଳନ କରି ଅଭିଭାଷଣ ରଖିଥିଲେ, ଏହି ଅବସରରେ ଜଗନ୍ନାଥ ପ୍ରସାଦ କୋର୍ଟ ର ସଭାପତି ଆଇନଜୀବୀ ନିଳାଞ୍ଚଳ ଖିଲାର, ସଂପାଦକ ଆଇନଜିବୀ ନିରାକାର ସାହୁ ସମେତ ବହୁ ଆଇନଜିବୀ, କୋର୍ଟ କର୍ମଚାରି, କୋର୍ଟ CSI କର୍ମଚାରୀ ଉପସ୍ଥିତ ଥିଲେ।
ଜଗନ୍ନାଥ ପ୍ରସାଦ ର ସର୍ଵ ପୁରାତନ ସରକାରୀ ବିଦ୍ୟାଳୟ ଯୁଧିଷ୍ଟିର ବିଦ୍ଯାପୀଠ ରେ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଗଣେଶ୍ୱର ରାଉତ ଜାତୀୟ ପତକା ଉତ୍ତୋଳନ କରି ଅଭିଭାଷଣ ରଖିଥିଲେ, ଉକ୍ତ ବିଦ୍ୟାଳୟ ର ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରାକାର ସାହୁ ଏହି ଅବସର ରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଦ୍ୟାଳୟ ଦ୍ୱାରା ହର ଘରେ ତ୍ରିରଙ୍ଗା ଅଭିଯାନ ରେ କରାଯାଇଥିବା ପ୍ରତିଯୋଗିତା ର କୃତୀ ଛାତ୍ର ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ଏହି ଅବସର ରେ ବିଦ୍ୟାଳୟ ର ସମସ୍ତ ଛାତ୍ର, ଶିକ୍ଷକ /ଶିକ୍ଷୟତ୍ରୀ, ଅନ୍ଯ କର୍ମ ଚାରି ଯୋଗ ଦେଇଥିଲେ।
ସେହିପରି ଜଗନ୍ନାଥ ପ୍ରସାଦ ସେବା ସମବାୟ ସମିତି ଲିମିଟେଡ ରେ ଡାଇରେକ୍ଟର ଶ୍ରୀ ନିରାକାର ସାହୁ ପତକା ଉତ୍ତୋଳନ କରିଥିଲେ,ଏହି ସମୟରେ ସୋସାଇଟ କର୍ମଚାରି ସୁମନ୍ତ ପ୍ରଧାନ, ଡାଇରେକ୍ଟର ନିତ୍ୟାନନ୍ଦ ରଥ,ବିପିନ ବିହାରୀ ଡାକୁଆ ଓ ଚାଷୀ ମାନେ ଉପସ୍ଥିତ ଥିଲେ।
ପିମଶ୍ରୀ ଗୋପୀନାଥ ସ୍ୱାମୀ ନୋଡାଲ ବିଦ୍ଯାପୀଠ, କାଦୁଆ ରେ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ସନ୍ତୋଷ କୁମାର ପ୍ରଧାନ ଜାତୀୟ ପତକା ଉତ୍ତୋଳନ କରିଥିଲେ,ଏହି ଅବସର ରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ଶ୍ରୀମତୀ ରଶ୍ମିତା କୁମାରୀ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଓ ସଦସ୍ୟ ମଧୁସୂଦନ ପାଣିଗ୍ରାହୀ,ନିଳାଞ୍ଚଳ ସାହୁ, ବିଶ୍ୱଜିତ୍ ପାଢ଼ୀ ଅନ୍ୟତମ ଅତିଥି ରୂପେ ଯୋଗ ଦେଇ ଥିଲେ।
ଏହି ଅବସରର ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ସେହିପରି କାଦୁଆ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ରେ ରାଜସ୍ବ ନିରୀକ୍ଷକ ଶ୍ରୀ ନିରଞ୍ଜନ ସାହୁ ଜାତୀୟ ପତକା ଉତ୍ତୋଳନ କରିଥିଲେ,ଏହି ଅବସର ରେ ଅତିଥି ରୂପେ ସମାଜସେବୀ ନିଳାଞ୍ଚଳ ସାହୁ,ସମାଜସେବୀ ବିଶ୍ୱଜିତ ପାଢ଼ୀ ଓ କର୍ମଚାରି ଲକ୍ଷ୍ମୀଧର ଖଣ୍ଡ ଓ ବାବୁଲା ଗୌଡ ଉପସ୍ଥିତ ଥିଲେ।
ସେହିପରି ଜଗନ୍ନାଥ ପ୍ରସାଦ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ମହା ସମାରୋହ ରେ ୮୦ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି।

Thanks for reading: ୮୦ ତମ ସ୍ବାଧିନତା ଦିଵସ ପାଳିତ, Sorry, my English is bad:)