ଜଗନ୍ନାଥ ପ୍ରସାଦ (ନୂଆ ସକାଳ)-୦୨/୦୭/୨୦୧୬-ଓଡ଼ିଶା ସରକାର ଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ର ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଉତ୍ତର ଘୁମୁସର ବନଖଣ୍ଡ , ଭଞ୍ଜନଗର ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ସେକ୍ସନ, ଜଗନ୍ନାଥ ପ୍ରସାଦ ବିଟ ଅର୍ନ୍ତଗତ ଜଗନ୍ନାଥ ପ୍ରସାଦ ନୂତନ କୋର୍ଟ ପରିସର ରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରେ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜଗନ୍ନାଥ ପ୍ରସାଦ ମାନ୍ୟବର ଜେ. ଏମ୍ .ଏଫ୍.ସି ଶ୍ରୀମତୀ ବର୍ଷା ମହାନ୍ତି ମୂଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ଯକ୍ରମ ର ଶୁଭାରମ୍ଭ କରିବା ସହ ବୃକ୍ଷ ରୋପଣ କରିଥିଲେ। ଜଗନ୍ନାଥ ପ୍ରସାଦ ରେଞ୍ଜର ସୁଜାତା ରାଣୀ ପଣ୍ଡା ଙ୍କ ପ୍ରତେଖ୍ୟ ତତ୍ତ୍ଵାବଧାନ ଓ ବନ କର୍ମଚାରୀଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଜଗନ୍ନାଥ ପ୍ରସାଦ ଓକିଲ ସଂଘ ସଂପାଦକ ନିରାକାର ସାହୁ,ଅମରେଶ ମହାପାତ୍ର ,ସରକାରୀ ଓକିଲ ଜନାର୍ଦ୍ଦନ ପ୍ରଧାନ, ଅରୁଣ ବେହେରା,ରଞ୍ଜନ ସାହୁ, ସହ ସମ୍ପାଦକ ସୁକାନ୍ତ ପ୍ରଧାନ ଆଲୋକ କୁମାର ରଥ, ସମେତ କୋର୍ଟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Thanks for reading: ଜଗନ୍ନାଥ ପ୍ରସାଦ ର ନୂତନ କୋର୍ଟ ପରିସର ରେ ବୃକ୍ଷ ରୋପଣ , Sorry, my English is bad:)