ବ୍ରହ୍ମଗିରି(ନୂଆ ସକାଳ)ମହାସ୍ନାନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଜ୍ୱରରେ ପିଡ଼ୀତ, ହୁଅନ୍ତି ଯାହାଫଳରେ ଅଣସର ସମୟରେ ଭକ୍ତମାନେ ରତ୍ନସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ନାହିଁ। ଏହି ଅଭାବକୁ ପୂରଣ କରିବା ପାଇଁ ଆଜିଠାରୁ ବ୍ରହ୍ମଗିରିର ପ୍ରସିଦ୍ଧ ଶ୍ରୀ ଅଲାରନାଥ ମନ୍ଦିରରେ ଅଣସର ଦର୍ଶନ ଆରମ୍ଭ ହୋଇଛି।ଏଭଳି ବିଶ୍ୱାସ ରହିଛି ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ, ଅଣସର ସମୟରେ ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ସମାନ ପୁଣ୍ୟ ମିଳିଥାଏ।
Thanks for reading: ପ୍ରଭୁ ଅଲାରନାଥଙ୍କ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ, Sorry, my English is bad:)

